ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ସ୍ଵାମୀ ବିବେକାନନ୍ଦ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ରେ ନିଯୁକ୍ତି ସୁଯୋଗ। ପ୍ରିନ୍ସିପାଲ୍‌, ପ୍ରଫେସର୍‌ ଏବଂ ଅଧ୍ୟାପକ ପଦବୀରେ ଏହି ଦିଆଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ।

ପଦବୀ:

  • ପ୍ରିନ୍ସିପାଲ୍‌
  • ପ୍ରଫେସର୍‌
  • ଆସିଷ୍ଚାଣ୍ଟ ଫ୍ରଫେସର୍‌
  • ଅଧ୍ୟାପକ- ବିଷୟ (ମାଇନିଂ ଇଞ୍ଜିନିୟରିଂ/ମେକାନିକାଲ ଇଞ୍ଜିନିୟରିଂ/ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ/ସିଭିଲ୍‌ ଇଞ୍ଜିନିୟରିଂ/କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ/ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍‌ ଇଞ୍ଜିନିୟରିଂ/ଇଂଲିସ୍‌/ମ୍ୟାଥେମେଟିକ୍ସ/ଫିଜିକ୍ସ/କେମେଷ୍ଟ୍ରୀ/ଫାଇନାନ୍ସ/ଏଚ୍‌ଆର୍‌/ମାର୍କେଟିଂ/ଇକୋନୋମିକ୍ସ/କ୍ୟୁ.ଟି/ବି.ଏଚ୍‌ଏମ୍‌/ବିଟିଟିଏମ୍‌)

ନିଯୁକ୍ତି ବିଭାଗ:

  • ସ୍ଵାମୀ ବିବେକାନନ୍ଦ ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ- ଡିପ୍ଲୋମା ଇଞ୍ଜିନିୟରିଂ
  • ସ୍ଵାମୀ ବିବେକାନନ୍ଦ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ସେଣ୍ଟର- ଆଇଟିଆଇ (ଫିଟର୍‌ ଏବଂ ଇଲେକ୍ଟ୍ରିସିଆନ୍‌)
  • ସ୍ଵାମୀ ବିବେକାନନ୍ଦ କଲେଜ୍‌ ଅଫ୍‌ ସାଇନ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଟ- ବିବିଏ,ବିସିଏ, ପିଏମ୍‌ଆଇଆର୍‌, ଏମ୍‌ଏଫ୍‌ସି
  • ସ୍ଵାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ୍‌- ବିଏଚ୍‌ଏମ୍‌, ବିଟିଟିଏମ୍‌

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ କଲର୍‌ ଫଟୋ svgi.hrdept@gmail.com କୁ ମେଲ୍‌ କରିବାକୁ ଫେବ୍ରୁଆରି ୩ ତାରିଖ ପ୍ରକାଶିତ ହୋଇଥିବା ବିଜ୍ଞାପନରେ କୁହାଯାଇଛି। ଆବେଦନକାରୀଙ୍କୁ ବିଜ୍ଞପ୍ତି ବାହାରିବାର ୭ ଦିନ ମଧ୍ୟରେ ଆବେଦନ କରିବାକୁ ହେବ।

ଠିକଣା- ପ୍ଲଟ୍‌ ନଂ-୧୨୯୭/୨୭୩୯, ସାରଦା ନିବାସ, କପିଳ ପ୍ରସାଦ, ସୁନ୍ଦରପଦା, ଭୁବନେଶ୍ଵର-୭୫୧୦୦୨

Comment