ଓଡ଼ିଶାଲାଇଭ୍‌ ବ୍ୟୁରୋ

କଣ୍ଟ ସରିଲା। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଆଉ ନିସ୍ତାର ନାହିଁ। ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍‌ ନିୟମକୁ ଆଜିଠୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

ଜାଣନ୍ତୁ, କେଉଁ ନିୟମ ଉଲ୍ଲଂଘନ ପାଇଁ କେତେ ଟଙ୍କା ଫାଇନ୍?

  • ଗାଡ଼ିର ଇନସ୍ୟୁରାନ୍ସ ନ ଥିଲେ – ୨୦୦୦
  • ନାବାଳକ ଗାଡ଼ି ଚଳାଇଲେ – ୨୫୦୦୦
  • ଗାଡ଼ି ଚାଳକଙ୍କ ଲାଇସେନ୍ସ ନ ଥିଲେ – ୫୦୦୦
  • ବାଇକ୍‌ରେ ୨ରୁ ଅଧିକ ବସିଲେ – ୧୦୦୦
  • ହେଲ୍‌ମେଟ୍‌ ନ ପିନ୍ଧି ଗାଡ଼ି ଚଳାଇଲେ – ୧୦୦୦
  • ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ – ୨୦୦୦
  • ଦ୍ରୁତ ଗତିରେ ଚାରିଚକିଆ ଚଳାଇଲେ – ୪୦୦୦
  • ବେପରୁଆ ଗାଡ଼ି ଚଳାଇଲେ – ୫୦୦୦
  • ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର – ୫୦୦୦
  • ଟ୍ରାଫିକ ରେଡ୍‌ ଲାଇଟ୍‌ ଡେଇଁଲେ – ୫୦୦୦
  • ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ – ୫୦୦୦
  • ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ – ୧୦୦୦୦
  • ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ – ୧୦୦୦
  • ମଦ ପିଇ ଗାଡ଼ି ଚଳାଇଲେ – ୧୦୦୦୦, ଗିରଫ
  • ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ – ୫୦୦୦
  • ବେଆଇନ୍‌ ଭାବେ ଓଭରଟେକିଂ କଲେ – ୫୦୦୦
  • ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ – ୫୦୦୦

Comment