ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ପାର୍ଟ ଟାଇମ୍‌ ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଜିଟି, ଟିଜିଟି, ପିଆର୍‌ଟି, କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର, ନର୍ସ, ଡକ୍ଟର, କାଉନ୍‌ସିଲର, ନୃତ୍ୟ କୋଚ୍‌, ଯୋଗ ଏବଂ ଖେଳ କୋଚ୍‌ ପଦବୀରେ ଏହି ନିଯୁକ୍ତି ଦିଆଯିବ। ଏନେଇ ମାର୍ଚ୍ଚ ୧୩, ୧୫ ଏବଂ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ:

  • ପିଜିଟି

ବିଷୟ – ଫିଜିକ୍ସ, କେମିଷ୍ଟ୍ରୀ, ବାୟୋଲୋଜି, ମ୍ୟାଥ୍‌ମେଟିକ୍ସ, ଇଂଲିସ, ହିନ୍ଦୀ, ସଂସ୍କୃତ, ଇକୋନୋମିକ୍ସ, କମର୍ସ, କମ୍ପ୍ୟୁଟର ସାଇନ୍ସ

  • ଟିଜିଟି

ବିଷୟ – ଇଂରାଜୀ, ମ୍ୟାଥ୍‌, ସାଇନ୍ସ, ହିନ୍ଦୀ, ସଂସ୍କୃତ, ସୋସିଆଲ୍‌ ସାଇନ୍ସ

  • ପିଆର୍‌ଟି
  • କମ୍ପ୍ୟୁଟରଇନ୍‌ଷ୍ଟ୍ରକ୍ଟର

ଇଣ୍ଟାରଭ୍ୟୁ ସମୟ

  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର – ମାର୍ଚ୍ଚ ୧୩ ତାରିଖ
  • ପିଆର୍‌ଟି – ମାର୍ଚ୍ଚ ୧୫ ତାରିଖ
  • ପିଜିଟି ,ଟିଜିଟି – ମାର୍ଚ୍ଚ ୧୬ ତାରିଖ

ସମୟ ସକାଳ ୧୦ଟାରୁ (ସକାଳ ୮ରୁ ୯ ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିପାରିବେ।)

ଇଚ୍ଛୁକ ପ୍ରାର୍ଥୀ ଇଂରାଜୀରେ ଜ୍ଞାନ ଥିବା ଦରକାର।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ସହ ନିମ୍ନଲିଖିତ ଠିକଣାରେ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିଯିବାକୁ ପଡ଼ିବ। ଇଣ୍ଟରଭ୍ୟୁ ମାର୍ଚ୍ଚ୧୩, ୧୫ ଏବଂ ୧୬ ତାରିଖରେ ଅନୁଷ୍ଠିତ ହେବ।

ଠିକଣା– RFWC, କମ୍ୟୁନିଟି ହଲ୍‌, PXE, ପ୍ରୁଫ୍‌ କଲୋନୀ, ବାଲେଶ୍ଵର ୭୫୬୦୦୧

ପଦବୀ ସମ୍ପର୍କିତ ଅଧିକ ସୂଚନା ପାଇଁ ପ୍ରାର୍ଥୀ balasore.kvs.ac.in ରେ ଲଗ୍‌ଇନ୍‌ କରିପାରିବେ।

Source: https://www.chakiri.plus/

Comment