ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ କୋରକୋରାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୨୫ରେ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ:

  • ପିଜିଟି- କେମେଷ୍ଟ୍ରୀ, ଫିଜିକ୍ସ, ବାୟୋଲୋଜୀ, ଇଂରାଜୀ, ମ୍ୟାଥ୍‌, ହିନ୍ଦୀ, ଇକୋନୋମିକ୍ସ, ସଂସ୍କୃତ, କମର୍ସ, କମ୍ପ୍ୟୁଟର ସାଇନ୍ସ
  • ଟିଜିଟି- ଇଂରାଜୀ, ମ୍ୟାଥ୍‌, ସାଇନ୍ସ, ହିନ୍ଦୀ, ଏସ୍‌ଏସ୍‌ଟି, ସଂସ୍କୃତ
  • ପିଆର୍‌ଟି
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର୍‌
  • ନର୍ସ
  • ମ୍ୟୁଜିକ୍‌ କୋଚ୍‌
  • କାଉନ୍‌ସେଲର୍‌
  • ଇଣ୍ଟରଭ୍ୟୁ ସମୟ– ଫେବ୍ରୁଆରି ୨୫ ସକାଳ ୮ଟା
  • ଆବେଦନ ପ୍ରକ୍ରିୟା:
  • ଆବେଦନକାରୀମାନେ ନିଜର ବାୟୋଡାଟା, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍‌ (ଅରିଜିନାଲ୍‌ ଏବଂ ଜେରକ୍ସ) ଏବଂ ୨ଟି ପାସ୍‌ପୋର୍ଟ ସାଇଜ୍‌ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ଫେବ୍ରୁଆି ୧୧ରେ ପ୍ରକାଶିତ ଏହି ବିଜ୍ଞାପନରେ କୁହାଯାଇଛି।
  • କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ, କୋରକୋରା ରୋଡ୍‌, ଅର୍ଣ୍ଣପାଳ ରୋଡ୍‌, ଭଦ୍ରକ-୭୫୬୧୧୬
  • ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁbhadrak.kvs.ac.in ଓ୍ଵେବ୍‌ସାଇଟ୍‌ ଲଗ୍‌ଇନ୍‌ କରନ୍ତୁ।

Comment