ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୧ ଜିଲ୍ଲାକୁ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଆଜି ରାଜ୍ୟର ୧୧ଟି ଜିଲ୍ଲା ସଟଡାଉନ୍ ରହିବ।

ଖୋର୍ଦ୍ଧା ସମେତ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଜିଲ୍ଲାରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ କାମ ବନ୍ଦ ରହିବ।

ତେବେ ଏହି ସଟଡାଉନ୍ ସମୟରେ ଗଣମାଧ୍ୟମ, ସ୍ୱାସ୍ଥ୍ୟ ଓ ପୋଲିସ୍ ସେବା ସହ ଜଡିତ ଥିବା ଲୋକମାନେ ଯିବା ଆସିବା କରିପାରିବେ। ଏଥିସହିତ କେତେକ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ ଚାଲୁରହିବ। ଶନିବାର ଭଳି ରବିବାର ମଧ୍ୟ ଏହି ୧୧ଟି ଜିଲ୍ଲା ସଟଡାଉନ୍ ରହିବ।

ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?

Comment