ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ବ୍ରଡକାଷ୍ଟିଂ ଇଞ୍ଜିନିୟରିଂ କନ୍ସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ(BECIL)ରେ ସୋସିଆଲ ମିଡିଆ ଏକଜିକ୍ୟୁଟିଭ୍ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି।

ପଦବୀ ସଂଖ୍ୟା – ୧୨

ବେତନ – ୩୬,୦୦୦(ମାସିକ)

ଆବେଦନର ଶେଷ ତାରିଖ – ୧୪ ସେପ୍ଟେମ୍ଵର ୨୦୨୦

ସ୍ଥାନ – ପିଆଇବିର ଆଞ୍ଚଳିକ କାର୍ଯ୍ୟାଳୟ(ହାଇଦ୍ରାବାଦ, ବେଙ୍ଗାଳୁରୁ, ଜାମ୍ମୁ, ମୁମ୍ଵାଇ, ଅହମ୍ମଦାବାଦ, ଜୟପୁର, ପାଣାଜୀ, କୋଲକାତା, ଭୁବନେଶ୍ଵର, ପାଟନା, ରାଞ୍ଚି, ଗୌହାଟି)

ଯୋଗ୍ୟତା:

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ମାସ୍ କମ୍ୟୁନିକେସନରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ।
  • ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ଭଲଭାବେ କମ୍ୟୁନିକେସନ କରିପାରୁଥିବା ଆବଶ୍ୟକ।
  • ଇଣ୍ଟରନେଟ୍, ମାଇକ୍ରୋସଫ୍ଟ ଓ୍ଵାର୍ଡ, ଏକ୍ସେଲ୍ ଏବଂ ଗ୍ରାଫିକ୍ସ ଡିଜାଇନିଂରେ ଦକ୍ଷତା ଥିବା ଆବଶ୍ୟକ।
  • ଫେସବୁକ, ଟୁଇଟର, ୟୁ-ଟ୍ୟୁବରେ ଦକ୍ଷତା ଥିବା ଆବଶ୍ୟକ।
  • ଆଞ୍ଚଳିକ ଭାଷାରେ ଟାଇପିଂ ଜାଣିଥିବା ଆବଶ୍ୟକ।

ଅଧିକ ଜାଣିବାପାଇଁ କ୍ଲିକ୍ କରନ୍ତୁ।

Comment