ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ରିଆଲିଟି ସୋ’ ‘ବିଗବସ୍‌-୧୪’ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥର ମଧ୍ୟ ସୋ’ରେ ହୋଷ୍ଟ୍‌ଭାବେ ନଜର ଆସିବେ ବଲିଉଡର ଭାଇଜାନ୍ ସଲମନ ଖାନ୍। ତେବେ ରିଆଲିଟି ସୋ’କୁ ହୋଷ୍ଟ ବା ପରିଚାଳନା ବାବଦକୁ ସଲ୍ଲୁ ମିଆଁ ଏଥର ୨୫୦ କୋଟି ଟଙ୍କା ନେବା ନେଇ ସୂଚନା ମିଳିଛି।ସପ୍ତାହକୁ ଦୁଇଟି ଏପିସୋଡ୍ ସୁଟ୍ କରିବେ ସଲମାନ। ଏଥିପାଇଁ ସେ ୨୦ କୋଟି ୫୦ ଲକ୍ଷ ଟଙ୍କା ନେବେ। ଅର୍ଥାତ୍ ଗୋଟେ ଏପିସୋଡ୍ ପାଇଁ ସେ ୧୦ କୋଟି ୨୫ ଲକ୍ଷ ଟଙ୍କା ଚାର୍ଜ କରିବେ।BGUପୂର୍ବ ବର୍ଷ ସେ ଗୋଟିଏ ଏପିସୋଡ୍ ସୁଟ୍ ବାବଦକୁ ୧୨ରୁ ୧୪ କୋଟି ଟଙ୍କା ନେଉଥିଲେ। ଚଳିତ ବର୍ଷ ସେ ନିଜର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି।

ଅକ୍ଟୋବର ମାସରୁ ‘ବିଗବସ୍‌ – ୧୪’ କଲର୍ସ ଟିଭିରେ ପ୍ରସାରଣ ହେବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here