ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍

  • ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ
  • ଏବେ ୨୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
  • ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍
  • ବର୍ତ୍ତମାନ ଜଳସ୍ତର ରହିଛି ୬୨୫.୭୯ ଫୁଟ୍
  • ଡ୍ୟାମ୍‌କୁ ପଶୁଛି ୪ ଲକ୍ଷ ୩୭ ହଜାର ୬୪୩ କ୍ୟୁସେକ୍ ଜଳ
  • ନିଷ୍କାସନ ହେଉଛି ୫ ଲକ୍ଷ ୧୩ ହଜାର ୮୮୧ କ୍ୟୁସେକ୍ ଜଳ

BGU

 

  • ମୁଣ୍ଡଳିରେ ପ୍ରବାହିତ ହେଉଛି ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ୍ ଜଳ
  • ବ୍ରାହ୍ମଣୀ ବୈତରଣୀରେ ଜଳସ୍ତର କମିଛି
  • ବନ୍ୟାସ୍ଥିତି ସୁଧୁରିବାକୁ ଆଉ ୩ ଦିନ ଲାଗିବ
  • ପୁରୀ କଣାସ ବ୍ଲକରେ ଅନେକ ଗାଁ ଜଳବନ୍ଦୀ
  • କଟକର ବାଙ୍କୀ, ତିଗିରିଆରେ ବନ୍ୟା ପରିସ୍ଥିତି ଅସମ୍ଭାଳ

Comment