ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ୍ ଅରଗାନାଇଜେସନ୍(DRDO) ଅଧୀନରେ ଡିଫେନ୍ସ ଇଲେକ୍ଟ୍ରୋନିକ୍ସ ରିସର୍ଚ ଲାବୋରେଟୋରୀ(DERL)ରେ ରିସର୍ଚ ଏବଂ ଜୁନିଅର ରିସର୍ଚ ଫେଲୋ(JRF) ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ଵର ୩୦ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରନ୍ତୁ।

ପଦବୀ ସଂଖ୍ୟା – ୧୦

  • ଇଲେକ୍‌ଟ୍ରୋନିକ୍ସ ଏବଂ କମ୍ୟୁନିକେଶନ ଇଂଜିନିୟରିଂ ବିଭାଗରେ – ୭ ପଦବୀ
  • ମେକାନିକାଲ୍ ଇଂଜିନିୟରିଂ ବିଭାଗରେ – ୩ ପଦବୀ

ଚାକିରି ଅବଧି – ୨ ବର୍ଷ

ବେତନ – ୩୧,୦୦୦(ମାସିକ)

ସ୍ଥାନ – ହାଇଦ୍ରାବାଦ୍

ଆବେଦନ ଅବଧି – ୩୦ ସେପ୍ଟେମ୍ଵର ୨୦୨୦

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ B.E/B.Techରେ ଫାଷ୍ଟ ଡିଭିଜନ୍‌ରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ।
  • NET କିମ୍ଵା GATE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।

ଅଥବା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଉଭୟ M.E/M.Techରେ ଫାଷ୍ଟ ଡିଭିଜନରେ ବ୍ୟାଚେଲର ଏବଂ ଫୋଷ୍ଟଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା – ୨୮ ବର୍ଷ (ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗର ଆବେଦନକାରୀମାନଙ୍କ ପାଇଁ ବୟସସୀମାକୁ ଯଥାକ୍ରମେ ୫ ବର୍ଷ ଏବଂ ୩ ବର୍ଷ ରିହାତି ଦିଆଯିବ)

ଅଧିକ ଜାଣିବାପାଇଁ କ୍ଲିକ୍ କରନ୍ତୁ।

Comment