ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଡେଟ୍ (OFDC)ରେ ୧୪୬ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ନଭେମ୍ବର ୧୨ ତାରିଖ ପୂର୍ବରୁ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୭ ଅକ୍ଟୋବର ୨୦୨୦
  • ଆବେଦନ ଶେଷ – ୧୨ ନଭେମ୍ବର ୨୦୨୦
  • ବୟସ – ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

ପଦବୀ

ଜୁନିୟର ଆକାଉଣ୍ଟାଣ୍ଟ୍  – ୫୮ଟି ପଦବୀ (ପ୍ରାର୍ଥୀ ଜଣକ ବାଣିଜ୍ୟରେ ଡିଗ୍ରୀ କରିଥିବା ଆବଶ୍ୟକ, କମ୍ପ୍ୟୁଟର ଜ୍ଞାନ ଥିବା ଦରକାର)

ଲୋୟର ଡିଭିଜନ୍ ଆସିଷ୍ଟାଣ୍ଟ – ୭୨ଟି ପଦବୀ (ପ୍ରାର୍ଥୀ ଜଣକ ଯେକୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଦରକାର, ଟାଇପିଂ ଜ୍ଞାନ ଥିବା ଆବଶ୍ୟକ)

ଜୁନିୟର ଷ୍ଟେନୋଗ୍ରାଫର – ୧୬ଟି ପଦବୀ (ଡିଗ୍ରୀ ହାସଲ କରିଥିବା ଦରକାର, ଟାଇପିଂ ଜ୍ଞାନ ଏବଂ ଷ୍ଟେନୋଗ୍ରାଫର ସାର୍ଟିଫିକେଟ୍ ଥିବା ଆବଶ୍ୟକ)

ଦରମା

  • ଜୁନିୟର ଆକାଉଣ୍ଟାଣ୍ଟ୍ – ୧୬,୮୮୦ ଟଙ୍କା
  • ଲୋୟର ଡିଭିଜନ୍ ଆସିଷ୍ଟାଣ୍ଟ – ୮,୮୮୦ ଟଙ୍କା
  • ଜୁନିୟର ଷ୍ଟେନୋଗ୍ରାଫର – ୯,୫୦୦ ଟଙ୍କା

ଅଧିକ ସୂଚନା ପାଇବା ପାଇଁ – କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ –  କ୍ଲିକ୍ କରନ୍ତୁ

Comment