ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଅଧୀନରେ ସ୍ଵାଧୀନ ପରାମର୍ଶଦାତା (Independent Consultant) ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୬ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ – Independent Consultant

ପଦବୀ ସଂଖ୍ୟା – ୧ଟି

ସ୍ଥାନ – ଭୁବନେଶ୍ଵର ଏବଂ ପୁରୀ

ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା

  • ଭାସ୍କର୍ଯ୍ୟ ପାଠ୍ୟକ୍ରମ (Architecture)ରେ ବ୍ୟାଚେଲର ଏବଂ ମେଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।
  • ଏନବରମେଣ୍ଟାଲ ଡିଜାଇନ୍‌ରେ ସର୍ବନିମ୍ନ ୧୫ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।
  • ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷା ପ୍ରାଞ୍ଜଳଭାବେ ଜାଣିଥିବା ଆବଶ୍ୟକ।

ଇଚ୍ଛୁକ ପ୍ରାର୍ଥୀମାନେ ଡାକ ଯୋଗେ ଆବେଦନ କରିପାରିବେ।

ଆବେଦନ ପାଇଁ ଶେଷ ତାରିଖ – ୧୬ ନଭେମ୍ଵର ୨୦୨୦

ଅଦିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment