ଓଡ଼ିଶାଲାଇଭ୍ ବ୍ୟୁରୋ

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅଧୀନରେ ବିଭିନ୍ନ ସେଲ୍ଫ ଫାଇନାନ୍ସିଙ୍ଗ ପାଠ୍ୟକ୍ରମରେ ଅଧ୍ୟାପକ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୩ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ଅଧ୍ୟାପକ – ୫ଟି
  • ଆଇଏସ୍‌ଟି ପ୍ରୋଗ୍ରାମରେ ଅଧ୍ୟାପକ – ୨ଟି
  • ଏମ୍‌ସିଏ ପ୍ରୋଗ୍ରାମରେ ଅଧ୍ୟାପକ – ୩ଟି
  • ଇଣ୍ଟିଗ୍ରେଟେଡ୍ ବିଏଡ୍ ପ୍ରୋଗ୍ରାମରେ ଅଧ୍ୟାପକ – ୯ଟି

ସ୍ଥାନ – ଅମୃତ ବିହାର, ସମ୍ଵଲପୁର

ଦରମା

  • ୩୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା

ନଭେମ୍ଵର ୧୩ ତାରିଖରେ ଏହି ପଦବୀଗୁଡ଼ିକ ପାଇଁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍‌ରେ ଇଣ୍ଟରଭିୟୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ ପାଇଁ କ୍ଲିକ୍ କରନ୍ତୁ।

Comment