ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅରଗାନାଇଜେସନ (DRDO) ଅଧୀନରେ ଡିଫେନ୍ସ ମେଟାଲର୍ଜିକାଲ ରିସର୍ଚ୍ଚ ଲାବ୍ରୋଟାରୀ (DMRL)ରେ ୨୧ଟି ଗବେଷକ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୨୧ ଜାନୁଆରୀ ୨୦୨୦ ପୂର୍ବରୁ ଆବାଦନ କରିପାରିବେ।

ପଦବୀ ନାମ ଓ ସଂଖ୍ୟା

  • ଜେଆର୍‌ଏଫ୍ (JRF)

ମ୍ୟାଟେରିଆଲ ସାଇନ୍ସ – ୧୩ଟି

ପଦାର୍ଥ ବିଜ୍ଞାନ – ୧ଟି

ରସାୟନ ବିଜ୍ଞାନ – ୧ଟି

ମେକାନିକାଲ୍ – ୩ଟି

  • ଆର୍‌ଏ (RA)

ମ୍ୟାଟେରିଆଲ ସାଇନ୍ସ – ୧ଟି

ପଦାର୍ଥ ବିଜ୍ଞାନ – ୧ଟି

ରସାୟନ ବିଜ୍ଞାନ – ୧ଟି

ଦରମା

  • ଜେଆର୍‌ଏଫ୍ (JRF) – ୩୧,୦୦୦ ଟଙ୍କା (ମାସିକ)
  • ଆର୍‌ଏ (RA) – ୫୪,୦୦୦ ଟଙ୍କା (ମାସିକ)

ଆବେଦନ ପାଇଁ ଶେଷ ତାରିଖ – ୨୧ ଜାନୁଆରି ୨୦୨୧

ଆବେଦନ ପାଇଁ ଯୋଗ୍ୟତା

  • ଜେଆର୍‌ଏଫ୍ (JRF)

ମ୍ୟାଟେରିଆଲ ସାଇନ୍ସ – ମ୍ୟାଟେରିଆଲ ସାଇନ୍ସ ବିଷୟରେ ପ୍ରଥମ ଶ୍ରେଣୀ ସହ ଗ୍ରାଜୁଏସନ କରିଥିବା ଆବଶ୍ୟକ। ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ପଦାର୍ଥ ବିଜ୍ଞାନ – ପଦାର୍ଥ ବିଜ୍ଞାନରେ ମାଷ୍ଟର ଏବଂ ନେଟ୍ କିମ୍ଵା ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ରସାୟନ ବିଜ୍ଞାନ – ରସାୟନ ବିଜ୍ଞାନରେ ମାଷ୍ଟର ଏବଂ ନେଟ୍ କିମ୍ଵା ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

  • ଆର୍‌ଏ (RA)

ମ୍ୟାଟେରିଆଲ ସାଇନ୍ସ – ମ୍ୟାଟେରିଆଲ ସାଇନ୍ସରେ ମାଷ୍ଟର ଡିଗ୍ରୀ ସହିତ ୩ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ପଦାର୍ଥ ବିଜ୍ଞାନ – ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ସହିତ ୩ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ରସାୟନ ବିଜ୍ଞାନ – ରସାୟନ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ସହିତ ୩ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment