ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) ଅଧୀନରେ ୮୦ଟି ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୩ ଡିସେମ୍ଵର ୨୦୨୦ ସୁଦ୍ଧା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ ତାରିଖ – ୭ ନଭେମ୍ଵର ୨୦୨୦
  • ଆବେଦନ ଶେଷ ତାରିଖ – ୩ ଡିସେମ୍ଵର ୨୦୨୦

ପଦବୀ ସଂଖ୍ୟା – ୮୦ଟି

ଯୋଗ୍ୟତା  

  • ସରକାରୀ ସ୍ଵୀକୃତିପ୍ରାପ୍ତ ଯେକୌଣସି ଏକ ବିଶ୍ଵବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ କରିଥିବା ଆବଶ୍ୟକ।
  • କମ୍ପ୍ୟୁଟର (MS Office, Power Point)ରେ ଜ୍ଞାନ ରଖିଥିବା ଆବଶ୍ୟକ।

ବୟସ ସୀମା – ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।

ଦରମା – ୩୫,୪୦୦ରୁ ୧,୧୨,୪୦୦ ଟଙ୍କା (ମାସିକ)

ଆବେଦନ ଫି – ୧୫୦୦ ଟଙ୍କା

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment