ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ICMR) ଅଧୀନରେ ଡାକ୍ତରୀ ଏବଂ ଅଣଡାକ୍ତରୀ କାଟୋଗୋରୀରେ ବୈଜ୍ଞାନିକ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୫ ସୁଦ୍ଧା ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ବୈଜ୍ଞାନିକ – E (ଡାକ୍ତରୀ)

ପଦବୀ ସଂଖ୍ୟା – ୪୨

ସର୍ବାଧିକ ବୟସ ସୀମା – ୫୦ ବର୍ଷ

ଦରମା – ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା (ମାସିକ)

  • ବୈଜ୍ଞାନିକ – E (ଅଣଡାକ୍ତରୀ)

ସ୍ଥାନ – ଆଇସିଏମ୍‌ଆର, ଦିଲ୍ଲୀ

ପଦବୀ ସଂଖ୍ୟା – ୧ଟି

ସର୍ବାଧିକ ବୟସ ସୀମା – ୫୦ ବର୍ଷ

ଦରମା – ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା (ମାସିକ)

  • ବୈଜ୍ଞାନିକ – D (ଡାକ୍ତରୀ)

ପଦବୀ ସଂଖ୍ୟା – ୧୬

ସର୍ବାଧିକ ବୟସ ସୀମା – ୪୫ ବର୍ଷ

ଦରମା – ୭୮,୮୦୦ ଟଙ୍କାରୁ ୨,୦୯,୨୦୦ ଟଙ୍କା (ମାସିକ)

  • ବୈଜ୍ଞାନିକ – D (ଅଣଡାକ୍ତରୀ)

ସ୍ଥାନ – ଆଇସିଏମ୍‌ଆର, ଦିଲ୍ଲୀ

ପଦବୀ ସଂଖ୍ୟା – ୬

ସର୍ବାଧିକ ବୟସ ସୀମା – ୪୫ ବର୍ଷ

ଦରମା – ୭୮,୮୦୦ ଟଙ୍କାରୁ ୨,୦୯,୨୦୦ ଟଙ୍କା (ମାସିକ)

ଆବେଦନ ଫି – ୧୫୦୦ ଟଙ୍କା

ଆବେଦନ ପାଇଁ ଶେଷ ତାରିଖ – ୫ ଡିସେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment