ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରୟୋଗଶାଳା(NAL) ଅଧୀନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୪ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ପ୍ରୋଜେକ୍ଟ ଆସିଷ୍ଟାଣ୍ଟ – ୫ଟି
  • ପ୍ରୋଜେକ୍ଟ ଆସୋସିଏଟ(୧) – ୧୮ଟି
  • ପ୍ରୋଜେକ୍ଟ ଆସୋସିଏଟ(୨) – ୧୮ଟି

ଆବେଦନ ପାଇଁ ଯୋଗ୍ୟତା

  • ପ୍ରୋଜେକ୍ଟ ଆସିଷ୍ଟାଣ୍ଟ – ମେକାନିକାଲ / ଇଲେକ୍ଟ୍ରୋନିକ୍ସ / କମ୍ୟୁନିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଦରମା – ୨୦,୦୦୦ ଟଙ୍କା (ମାସିକ)

ବୟସ ସୀମା – ସର୍ବାଧିକ ୫୦ ବର୍ଷ

  • ପ୍ରୋଜେକ୍ଟ ଆସୋସିଏଟ(୧) – ଯେକୌଣସି ସରକାରୀ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଦରମା – ୩୧,୦୦୦ ଟଙ୍କା (ମାସିକ)

ବୟସ ସୀମା – ସର୍ବାଧିକ ୩୫ ବର୍ଷ

  • ପ୍ରୋଜେକ୍ଟ ଆସୋସିଏଟ(୨) – ଯେକୌଣସି ସରକାରୀ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କିମ୍ଵା ଏହି କ୍ଷେତ୍ରରେ ୨ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଦରମା – ୩୫,୦୦୦ ଟଙ୍କା (ମାସିକ)

ବୟସ ସୀମା – ସର୍ବାଧିକ ୩୫ ବର୍ଷ

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment