ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ଵଲପୁର ବିଶ୍ଵବିଦ୍ୟାଳୟ ଅଧୀନରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନରେ ନିର୍ଦ୍ଦେଶକ ପଦବୀ ନିମନ୍ତି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୪ ଡିସେମ୍ଵର ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ – ନିର୍ଦ୍ଦେଶକ

ଯୋଗ୍ୟତା –

କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଫିଜିକ୍ସ, CSE, ECE, EEE ପାଠ୍ୟକ୍ରମରେ ପିଏଚ୍‌ଡି ଡିଗ୍ରୀ ସହ ସର୍ବନିମ୍ନ ୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୧୪ ଡିସେମ୍ଵର ୨୦୨୦

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment