ଓଡ଼ିଶାଲାଇଭ୍ ବ୍ୟୁରୋ

ଅଏଲ୍ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ ଲିମିଟେଡ୍ (ଓଏନ୍‌ଜିସି) ଅଧୀନରେ ଚିକିତ୍ସା ଅଧିକାରୀ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୩୦ ନଭେମ୍ଵର ୨୦୨୦ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ଚିକିତ୍ସା ଅଧିକାରୀ (କ୍ଷେତ୍ରୀୟ ଦାୟିତ୍ଵ) – ୪ଟି
  • ଚିକିତ୍ସା ଅଧିକାରୀ (ସାଧାରଣ ଦାୟିତ୍ଵ) – ୩ଟି
  • ଚିକିତ୍ସା ଅଧିକାରୀ (ଅକ୍ୟୁପେସନାଲ୍ ହେଲ୍‌ଥ) – ୧ଟି

ସ୍ଥାନ – କୋଲକାତା (ପଶ୍ଚିମବଙ୍ଗ), ବୋକାରୋ (ଝାଡ଼ଖଣ୍ଡ), ଭୂବନେଶ୍ଵର (ଓଡ଼ିଶା)

ଆବେଦନ ପାଇଁ ଯୋଗ୍ୟତା

  • ବ୍ୟାଚେଲର ଅଫ୍ ମେଡିସିନ୍ ଏବଂ ବ୍ୟାଚେଲର ଅଫ୍ ସର୍ଜରୀ (ଏମ୍‌ବିବିଏସ୍‌) ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବେତନ

  • ଚିକିତ୍ସା ଅଧିକାରୀ (କ୍ଷେତ୍ରୀୟ ଦାୟିତ୍ଵ) – ୭୫,୦୦୦ ଟଙ୍କା (ମାସିକ)
  • ଚିକିତ୍ସା ଅଧିକାରୀ (ସାଧାରଣ ଦାୟିତ୍ଵ) – ୪୧,୦୦୦ ଟଙ୍କା (ମାସିକ)
  • ଚିକିତ୍ସା ଅଧିକାରୀ (ଅକ୍ୟୁପେସନାଲ୍ ହେଲ୍‌ଥ) – ୭୨,୦୦୦ ଟଙ୍କା (ମାସିକ)

ଆବେଦନ ଆରମ୍ଭ – ୨୦ ନଭେମ୍ଵର ୨୦୨୦

ଆବେଦନ ଶେଷ – ୩୦ ନଭେମ୍ଵର ୨୦୨୦

ସମସ୍ତ ପଦବୀଗୁଡ଼ିକ ଚୁକ୍ତିଭିତ୍ତିକ ଅଟେ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment