ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ (BPFTIO)ରେ ନିର୍ଦ୍ଦେଶକ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୮ ଡିସେମ୍ଵର ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ – ନିର୍ଦ୍ଦେଶକ

ସ୍ଥାନ – କଟକ

ବେତନ ହାର – ୬୭,୭୦୦ ଟଙ୍କା (ମାସିକ)

ବୟସ ସୀମା – ୫୦ ବର୍ଷରୁ ୬୨ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିମାନେ ଆବେଦନ କରିପାରିବେ।

ଯୋଗ୍ୟତା – ମିଡିଆ ସଂପର୍କିତ ଯେକୌଣସି ପାଠ୍ୟକ୍ରମରେ ପିଜି କିମ୍ଵା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅୁନଭୂତି – ଯେକୌଣସି ପିଲ୍ମ କିମ୍ଵା ମିଡିଆ ଅନୁଷ୍ଠାନରେ ଅଧ୍ୟାପନା ଏବଂ ପ୍ରଶାସନିକ କ୍ଷେତ୍ରରେ ୧୫ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଆବେଦନ ନିମନ୍ତେ ଶେଷ ତାରିଖ – ୧୮ ଡିସେମ୍ଵର ୨୦୨୦

ଉପରୋକ୍ତ ଯୋଗ୍ୟତାଧାରୀ ବ୍ୟକ୍ତିମାନେ ଏକ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରି ଡାକ ଜରିଆରେ ଆବେଦନ କରି ପାରିବେ।

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment