ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ଭବନ ନିର୍ମାଣ ନିଗମ (ଏନ୍‌ବିସିସି) ଅଧୀନରେ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୫ ଡିସେମ୍ଵର ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

ଇଞ୍ଜିନିୟର (ସିଭିଲ ଓ ଇଲେକ୍ଟ୍ରିକାଲ୍‌) – ୧୦୦ଟି

ଆବେଦନ ଆରମ୍ଭ – ୧୧ ନଭେମ୍ଵର ୨୦୨୦

ଆବେଦନ ଶେଷ – ୫ ଡିସେମ୍ଵର ୨୦୨୦

ବୟସ ସୀମା – ସର୍ବାଧିକ ୩୫ ବର୍ଷ

ଆବେଦନ ଫି – ୫୦୦ ଟଙ୍କା

ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା

  • ସିଭିଲ ଇଞ୍ଜିନିୟର – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବେତନ ହାର – ୪୨,୫୦୦ ଟଙ୍କା (ମାସିକ)

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ କରିବାକୁ କ୍ଲିକ୍ କରନ୍ତୁ।

Comment