ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ତାପଜ ବିଦ୍ୟୁତ ନିଗମ (NTPC) ଅଧୀନରେ ଡିପ୍ଲୋମା ଇଞ୍ଜିନିୟର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୨ ଡିସେମ୍ଵର ସୁଦ୍ଧା ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ମାଇନିଙ୍ଗ୍ – ୪୦ଟି
  • ଇଲେକ୍ଟ୍ରିକାଲ୍ – ୧୦ଟି
  • ମେକାନିକାଲ୍ – ୧୨ଟି
  • ମାଇନ୍ ସର୍ଭେ – ୮ଟି
  • ମୋଟ୍ – ୭୦ଟି

ବୟସ ସୀମା – ସର୍ବାଧିକ ୩୦ ବର୍ଷ

ଯୋଗ୍ୟତା – ଆବେଦନ କରୁଥିବା ପାର୍ଥୀମାନେ ମାଇନିଙ୍ଗ୍ / ଇଲେକ୍ଟ୍ରିକାଲ୍ / ମେକାନିକାଲ୍ / ମାଇନ୍ ସର୍ଭେ ବଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଆବେଦନ ଫି – ୩୦୦ ଟଙ୍କା

  • ଆବେଦନ ଆରମ୍ଭ – ୨୩ ନଭେମ୍ଵର ୨୦୨୦
  • ଆବେଦନ ଶେଷ – ୧୨ ଡିସେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

Comment