ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4ଷ୍ଟାଫ୍ ସିଲେକସନ୍ କମିସନ (ଏସ୍‌ଏସ୍‌ସି) ଅଧୀନରେ ଲୋୟର ଡିଭିଜନାଲ କ୍ଲର୍କ, ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୫ ଡିସେମ୍ଵର ସୁଦ୍ଧା ଆବେଦନ କରିପାରିବେ।

ଆବେଦନ ଆରମ୍ଭ – ୬ ନଭେମ୍ଵର ୨୦୨୦

ଆବେଦନ ଶେଷ – ୧୫ ଡିସେମ୍ଵର ୨୦୨୦

ବୟସ ସୀମା – ସର୍ବମନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୭ ବର୍ଷ

ବେତନ ହାର

  • ଲୋୟର ଡିଭିଜନାଲ କ୍ଲର୍କ – ୧୯,୯୦୦ରୁ ୬୩,୨୦୦ ଟଙ୍କା (ମାସିକ)
  • ପୋଷ୍ଟାଲ ଆସିଷ୍ଟାଣ୍ଟ – ୨୫,୫୦୦ରୁ ୮୧,୧୦୦ ଟଙ୍କା (ମାସିକ)
  • ଡାଟା ଏଣ୍ଟ୍ରି ଅପରେଟର – ୨୫,୫୦୦ରୁ ୮୧,୧୦୦ ଟଙ୍କା (ମାସିକ)

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ ଜଣକ ଯୁକ୍ତି ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଆବେଦନ ଫି – ୧୦୦ ଟଙ୍କା

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

Comment