ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ (ଆଇଆଇପି) ଅଧୀନରେ ବିଭିନ୍ନ ବିଭାଗରେ ବୈଜ୍ଞାନିକ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୮ ତାରିଖ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ।

ଆବେଦନ ଆରମ୍ଭ – ୯ ଡିସେମ୍ଵର ୨୦୨୦

ଆବେଦନ ଶେଷ – ୮ ଡିସେମ୍ଵର ୨୦୨୦

ପଦବୀ ସଂଖ୍ୟା – ୧୨ଟି

ଆବେଦନ ପାଇଁ ବୟସ ସୀମା

ସାଇନ୍‌ସଟିଷ୍ଟ – ସର୍ବାଧିକ ୩୨ ବର୍ଷ

ପ୍ରିନ୍ସିପାଲ ସାଇନ୍‌ସଟିଷ୍ଟ – ସର୍ବାଧିକ ୪୫ ବର୍ଷ

ବେତନ ହାର

ସାଇନ୍‌ସଟିଷ୍ଟ – ୯୪,୨୫୩ ଟଙ୍କା (ମାସିକ)

ପ୍ରିନ୍ସିପାଲ ସାଇନ୍‌ସଟିଷ୍ଟ – ୧,୬୭,୯୩୫ ଟଙ୍କା (ମାସିକ)

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment