ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାର ESIC ମଡେଲ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୧୮ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ଛାତିରୋଗ ବିଶେଷଜ୍ଞ – ୧ଟି
  • ଚର୍ମରୋଗ ବିଶେଷଜ୍ଞ – ୧ଟି
  • ଅସ୍ଥିଶଲ୍ୟରୋଗ ବିଶେଷଜ୍ଞ – ୧ଟି
  • ଶିଶୁରୋଗ ବିଶେଷଜ୍ଞ – ୧ଟି
  • ରୋଡିଓଲୋଜି ବିଶେଷଜ୍ଞ – ୧ଟି
  • ମୋଟ୍ – ୫ଟି

ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୬୬ ବର୍ଷ

ବେତନ – ୬୦,୦୦୦ ଟଙ୍କା (ମାସିକ)

ଯୋଗ୍ୟତା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ୩ ବର୍ଷର ଅନୁଭୂତି ସହ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

କିମ୍ଵା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ୫ ବର୍ଷର ଅନୁଭୂତି ସହ ପିଜି ଡିପ୍ଲୋମା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୧୮ ଡିସେମ୍ଵର ୨୦୨୦

ଇଣ୍ଟରଭ୍ୟୁ ତାରିଖ ଏବଂ ସମୟ – ୨୨ ଡିସେମ୍ଵର ୨୦୨୦, ସକାଳ ୧୦ଟା

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment