ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPDଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ), ଭୁବନେଶ୍ଵରରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୨୩ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ ଏବଂ ବିଭାଗ

  • ନେଫ୍ରୋଲୋଜି – ଆସିଷ୍ଟାଣ୍ଟ ପ୍ରଫେସର
  • ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରଲୋଜି – ଆସିଷ୍ଟାଣ୍ଟ ପ୍ରଫେସର

ଆବେଦନ ନିମନ୍ତେ ବୟସ ସୀମା – ସର୍ବାଧିକ ୫୦ ବର୍ଷ

ବେତନ ହାର – ୧,୪୨, ୪୦୬ ଟଙ୍କା (ମାସିକ)

ଚାକିରି ଅବଧି – ୧ ବର୍ଷ

ଯୋଗ୍ୟତା

  • ଏମ୍‌ବିବିଏସ୍‌ ଡିଗ୍ରୀ ପରେ ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଉପୋରକ୍ତ ବିଭାଗରେ ୨ ବର୍ଷିଆ କିମ୍ଵା ୫ ବର୍ଷିଆ ସ୍ଵତନ୍ତ୍ର କୋର୍ସ କରିଥିବା ଆବଶ୍ୟକ।
  • ସଂପୃକ୍ତ ବିଭାଗରେ ଏକ ବର୍ଷ ପର୍ଯ୍ୟନ୍ତ ଗବେଷଣା କିମ୍ଵା ଅଧ୍ୟାପନା କରିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୨୩ ଡିସେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ

Comment