ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ (OPTCL) ଅଧୀନରେ ଇଲେକ୍ଟ୍ରିକାଲ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୨୮ ତାରିଖ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୭ ଡିସେମ୍ଵର ୨୦୨୦
  • ଆବେଦନ ଶେଷ – ୨୮ ଡିସେମ୍ଵର ୨୦୨୦

ଯୋଗ୍ୟତା – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ କିମ୍ଵା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସର୍ବନିମ୍ନ ୬୦ ପ୍ରତିଶତ ସହ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବେତନ ହାର – ୫୦,୦୦୦ ଟଙ୍କା (ମାସିକ)

ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ

ଆବେଦନ ଫି – ୧୦୦୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment