ଓଡ଼ିଶାଲାଇଭ୍ ବ୍ୟୁରୋ

ନୀତି ଆୟୋଗ ଅଧୀନରେ ଅଟଳ ଇନୋଭେସନ ମିଶନରେ ୟଙ୍ଗ ପ୍ରଫେସନାଲ୍‌ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୨ ଜାନୁଆରି ୨୦୨୦ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ୟଙ୍ଗ ପ୍ରଫେସନାଲ୍‌ – ୫ଟି

ଆବେଦନ ପାଇଁ ବୟସ ସୀମା – ୩୨ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ

ବେତନ ହାର – ୬୦,୦୦୦ ଟଙ୍କା (ମାସିକ)

ଶିକ୍ଷାଗତ ଯୋଗ୍ୟତା

  • ବି-ଟେକ୍‌ କିମ୍ଵା ଇଞ୍ଜିନିୟରିଂରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

କିମ୍ଵା

  • ବିଜ୍ଞାନ / କମ୍ପ୍ୟୁଟର ଆପ୍ଲିକେସନ / ବାଣିଜ୍ୟ / ମ୍ୟାନେଜମେଣ୍ଟ ଆଦିରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

କାର୍ଯ୍ୟ ଅନୁଭୂତି

  • ବିଜ୍‌ନେସ ମ୍ୟାନେଜମେଣ୍ଟ କିମ୍ଵା ଡାଟା ଆନାଲିସିସ୍‌ରେ ସର୍ବନିମ୍ନ ୧ ବର୍ଷର କାର୍ଯ୍ୟ ଅନୁଭୂତି ରହିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment