ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4

ଯଦି ଆପଣ ସରକାରୀ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। ଷ୍ଟାଫ୍ ସିଲେକସନ୍ କମିସନ (ଏସ୍‌ଏସ୍‌ସି) ଅଧୀନରେ ଲୋୟର ଡିଭିଜନାଲ କ୍ଲର୍କ, ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୫ ଡିସେମ୍ଵର ସୁଦ୍ଧା ଆବେଦନ କରିପାରିବେ।

ଆବେଦନ ଆରମ୍ଭ – ୬ ନଭେମ୍ଵର ୨୦୨୦

ଆବେଦନ ଶେଷ – ୧୫ ଡିସେମ୍ଵର ୨୦୨୦

ବୟସ ସୀମା – ସର୍ବମନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୭ ବର୍ଷ

ବେତନ ହାର

  • ଲୋୟର ଡିଭିଜନାଲ କ୍ଲର୍କ – ୧୯,୯୦୦ରୁ ୬୩,୨୦୦ ଟଙ୍କା (ମାସିକ)
  • ପୋଷ୍ଟାଲ ଆସିଷ୍ଟାଣ୍ଟ – ୨୫,୫୦୦ରୁ ୮୧,୧୦୦ ଟଙ୍କା (ମାସିକ)
  • ଡାଟା ଏଣ୍ଟ୍ରି ଅପରେଟର – ୨୫,୫୦୦ରୁ ୮୧,୧୦୦ ଟଙ୍କା (ମାସିକ)

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ ଜଣକ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଆବେଦନ ଫି – ୧୦୦ ଟଙ୍କା

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

Comment