ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣ ବ୍ୟାଙ୍କ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। ଏକ୍ସିମ ବ୍ୟାଙ୍କ ଅଫ୍ ଇଣ୍ଡିଆ (EXIM) ଅଧୀନରେ ମାନେଜମେଣ୍ଟ ଟ୍ରେନି ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୯.୧୨.୨୦୨୦
  • ଆବେଦନ ଶେଷ – ୩୧.୧୨.୨୦୨୦

ପଦବୀ ନାମ ଏବଂ ଯୋଗ୍ୟତା

  • ମାନେଜମେଣ୍ଟ ଟ୍ରେନି (ଫାଇନାନ୍ସ) – ଅର୍ଥନୀତିରେ ସ୍ନାତକତ୍ତୋର କରିଥିବା ଆବଶ୍ୟକ।
  • ମାନେଜମେଣ୍ଟ (ଆଇନ) – ଆଇନରେ ଡିଗ୍ରୀ କରିଥିବା ଆବଶ୍ୟକ।
  • ମାନେଜମେଣ୍ଟ (ଆଇଟି) – ଏମସିଏ କିମ୍ଵା ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ଡିଗ୍ରୀ କରିଥିବା ଆବଶ୍ୟକ।
  • ମାନେଜମେଣ୍ଟ (ହ୍ୟୁମାନ ରିସୋର୍ସ) – ଏଚ୍‌ଆର୍ କିମ୍ଵା ପର୍ସନାଲ ମାନେଜମେଣ୍ଟରେ ଡିପ୍ଲୋମା ସହିତ ଡିଗ୍ରୀ କରିଥିବା ଆବଶ୍ୟକ।

ମୋଟ୍ ପଦବୀ ସଂଖ୍ୟା – ୬୦ଟି

ବୟସ ସୀମା – ସର୍ବନିମ୍ନ ୨୫ ବର୍ଷ

ଆବେଦନ ଫି – ୬୦୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment