ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଅଏଲ କର୍ପୋରେସନ (IOCL) ଅଧୀନରେ ବିଭିନ୍ନ ଟେକ୍ନିକାଲ୍ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୨୧ ଡିସେମ୍ଵର ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ – ୩ଟି
  • ଜୁନିଅର କ୍ଵାଲିଟି କଣ୍ଟ୍ରୋଲ ଆନାଲିଷ୍ଟ – ୧ଟି
  • ଜୁନିଅର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ (ଅଗ୍ନି ଓ ସୁରକ୍ଷା) – ୧ଟି

ବୟସ ସୀମା – ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୬ ବର୍ଷ

ବେତନ ହାର – ୨୫,୦୦୦ ଟଙ୍କାରୁ ୧,୦୫,୦୦୦ ଟଙ୍କା (ମାସିକ)

ଯୋଗ୍ୟତା

  • ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୩ ବର୍ଷର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ।
  • ଜୁନିଅର କ୍ଵାଲିଟି କଣ୍ଟ୍ରୋଲ ଆନାଲିଷ୍ଟ – ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ କିମ୍ଵା ଇଣ୍ଡଷ୍ଟ୍ରିଆଲ କେମେଷ୍ଟ୍ରୀରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥବା ଆବଶ୍ୟକ।
  • ଜୁନିଅର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ମେଟ୍ରିକ ସହିତ ସବ୍ ଅଫିସର କୋର୍ସରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment