ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନା ଅଧୀନରେ ଏୟାରମେନ୍ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୨.୦୧.୨୦୨୧
  • ଆବେଦନ ଶେଷ – ୦୭.୦୨.୨୦୨୧

ଖାଲିଥିବା ପଦବୀ ନାମ ଏବଂ ଯୋଗ୍ୟତା

  • ଗ୍ରୁପ ‘X’ 

ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଦଶମ ଏବଂ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

କିମ୍ଵା

ଇଞ୍ଜିନିୟରିଂର ଯେକୌଣସି ଷ୍ଟ୍ରିମ୍‌ରେ ୩ ବର୍ଷର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ।

  • ଗ୍ରୁପ ‘Y’

ଯୁକ୍ତଦୁଇ ପରୀକ୍ଷାରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

  • ଗ୍ରୁପ ‘Y’ ମେଡିକାଲ ଆସିଷ୍ଟାଣ୍ଟ ଟ୍ରେଡ୍

ଉଭୟ ଦଶମ ଏବଂ ଯୁକ୍ତଦୁଇରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଏବଂ ଇଂରାଜୀ ବିଷୟରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଆବେଦନ ନିମନ୍ତେ ବୟସ ସୀମା – ସର୍ବାଧିକ ୨୧ ବର୍ଷ

ଆବେଦନ ଫି – ୨୫୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment