ଓଡ଼ିଶାଲାଇଭ୍ ବ୍ୟୁରୋ

jobନାସନାଲ ଫର୍ଟିଲାଇଜର୍ସ ଲିମିଟେଡ ଅଧୀନରେ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ରି ପ୍ରକାଶ ପାଇଛି। ଆଶାୟୀ ପାର୍ଥୀମାନେ ଜାନୁଆରି ୨୧ ତାରିଖ ସୁଦ୍ଧା କିମ୍ଵା ଏହା ପୂର୍ବରୁ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୨.୧୨.୨୦୨୦
  • ଆବେଦନ ଶେଷ – ୨୧.୦୧.୨୦୨୦

ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୨୭ ବର୍ଷ

ବେତନ ହାର – ୪୦,୦୦୦ ଟଙ୍କା (ମାସିକ)

ଖାଲି ପଡ଼ିଥିବା ପଦବୀ ନାମ ଏବଂ ସଂଖ୍ୟା

  • ମ୍ୟାନେଜମେଣ୍ଟ ଟ୍ରେନି (କେମିକାଲ) – ୪ଟି
  • ମ୍ୟାନେଜମେଣ୍ଟ ଟ୍ରେନି (ମେକାନିକାଲ) – ୭ଟି
  • ମ୍ୟାନେଜମେଣ୍ଟ ଟ୍ରେନି (ଇଲେକ୍ଟ୍ରିକାଲ) – ୪ଟି
  • ମ୍ୟାନେଜମେଣ୍ଟ ଟ୍ରେନି (ଇନଷ୍ଟ୍ରୁମେସନ) – ୫ଟି
  • ମ୍ୟାନେଜମେଣ୍ଟ ଟ୍ରେନି (ସିଭିଲ) – ୧ଟି
  • ମ୍ୟାନେଜମେଣ୍ଟ ଟ୍ରେନି (କେମିକାଲ ଲ୍ୟାବ୍) – ୭ଟି
  • ମ୍ୟାନେଜମେଣ୍ଟ ଟ୍ରେନି (ଫାରାୟ ଆଣ୍ଡ ସେଫ୍‌ଟି) -୨ଟି

ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment