ଓଡ଼ିଶାଲାଇଭ୍ ବ୍ୟୁରୋ

jobଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବାରେ ୩୯୨ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଘୋଷଣା ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୨.୦୧.୨୦୨୧
  • ଆବେଦନ ଶେଷ – ୧୧.୦୨.୨୦୨୧

ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ପଦବୀ ନାମ ଏବଂ ସଂଖ୍ୟା

ଗ୍ରୁପ୍ – ଏ

  • ଓଡ଼ିଶା ପ୍ରଶାସନିକ ସେବା (OAS) – ୧୩୭ଟି
  • ଓଡ଼ିଶା ପୋଲିସ ସେବା (OPS) – ୧୦୪ଟି
  • ଓଡ଼ିଶା ଫାଇନାନ୍ସ ସେବା (OFS) – ୬ଟି

ଗ୍ରୁପ୍ – ବି

  • ଓଡ଼ିଶା ସମବାୟ ସେବା (OCS) -୮ଟି
  • ଓଡ଼ିଶା ରାଜସ୍ଵ ସେବା (ORS) – ୭୪ଟି
  • ଓଡ଼ିଶା ଟିକସ ଏବଂ ଆକାଉଣ୍ଟସ୍ ସେବା (OTAS) – ୬୩ଟି

ବେତନ ହାର

  • ଗ୍ରୁପ୍ ଏ – ୫୬,୧୦୦ ଟଙ୍କା (ମାସିକ)
  • ଗ୍ରୁପ୍ ବି – ୪୪,୯୦୦ ଟଙ୍କା (ମାସିକ)

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ଫି – ୫୦୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment