ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଓଡ଼ିଶା ହାଇଡ୍ରୋ ପାଓ୍ଵାର କର୍ପୋରେସନ (OHPC) ଅଧୀନରେ ଡାକ୍ତର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୧୮ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • କନସଲଟାଣ୍ଟ ଫିକିକ୍ସିଆନ ବା ଡାକ୍ତର – ୧ଟି

ସ୍ଥାନ – କୋରାପୁଟ

ବୟସ ସୀମା – ସର୍ବାଧିକ ୭୦ ବର୍ଷ

ଯୋଗ୍ୟତା – ପ୍ରାର୍ଥୀଜଣକ MBBS ଅଥବା ମେଡିସିନ କିମ୍ଵା ଗାଇନୋଲୋଜିରେ ପିଜି କରିଥିବା ଆବଶ୍ୟକ।

ବେତନ ହାର – ୫୫,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କା (ମାସିକ)

ଚାକିରି ଅବଧି – ୧ ବର୍ଷ

ଆବେଦନ ପାଇଁ ଶେଷ ତାରିଖ – ୧୮ ଜାନୁଆରି ୨୦୨୦

  • ଅଧିକ ସୂଚନା ପାଇଁ – କ୍ଲିକ୍ କରନ୍ତୁ।

Comment