ଓଡ଼ିଶାଲାଇଭ୍ ବ୍ୟୁରୋ

jobନାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରୀ ୩୦ ତାରିଖ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ଯୋଗ୍ୟତା

ଲାବ୍ରୋଟେରୀ ଆସିଷ୍ଟାଣ୍ଟ

  • ପଦବୀ ସଂଖ୍ୟା – ୪ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୪୫ ବର୍ଷ

ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ରସାୟନ ବିଜ୍ଞାନ ସମ୍ମାନରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • କେମିକାଲ କିମ୍ଵା ମେଟାଲୁର୍ଜିକାଲ ଇଣ୍ଡଷ୍ଟ୍ରିରେ ୧ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଜୁନିଅର ଆକାଉଟାଣ୍ଟ

  • ପଦବୀ ସଂଖ୍ୟା – ୧ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୫୦ ବର୍ଷ

ଯୋଗ୍ୟତା

ଆବେଦନ କରୁଥିବା ପ୍ରାର୍ଥୀଜଣକ ଗ୍ରାଜୁଏଟ ହେବା ସହିତ ଇଣ୍ଟରମିଡିଏଟ୍ ICWA / ICAI ପାସ୍ ସାର୍ଟିଫିକେଟ ହାସଲ କରିଥିବା ଆବଶ୍ୟକ।

  • ଆବେଦନ ପାଇଁ ଶେଷ ତାରିଖ – ୩୦ ଜାନୁଆରି, ୨୦୨୧

ଏହି ସମସ୍ତ ପଦବୀ ପାଇଁ କେବଳ ଦିବ୍ୟାଙ୍ଗ ବ୍ୟକ୍ତିମାନେ ହିଁ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment