ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଅଧୀନରେ ମ୍ୟାନେଜର ଏବଂ ଜୁନିଅର ଏଜୁକ୍ୟୁଟିଭ୍ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୫.୧୨.୨୦୨୦
  • ଆବେଦନ ଶେଷ – ୨୯.୦୧.୨୦୨୧

ବୟସ ସୀମା

  • ମ୍ୟାନେଜର – ସର୍ବାଧିକ ୩୨ ବର୍ଷ
  • ଜୁନିଅର ଏଜୁକ୍ୟୁଟିଭ୍ – ସର୍ବାଧିକ ୨୭ ବର୍ଷ

ଆବେଦନ ଫି – ୧୦୦୦ ଟଙ୍କାପଦବୀ ସଂଖ୍ୟା ଏବଂ ଯୋଗ୍ୟତା

ମ୍ୟାନେଜର (ଫାୟାର ସର୍ଭିସେସ୍)

  • ପଦବୀ ସଂଖ୍ୟା – ୧୧ଟି
  • ଯୋଗ୍ୟତା – ଫାୟାର / ମେକାନିକାଲ / ଅଟୋମୋବାଇଲ ଟ୍ରେଡରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥବା ଆବଶ୍ୟକ।

ମ୍ୟାନେଜର (ଟେକ୍ନିକାଲ)

  • ପଦବୀ ସଂଖ୍ୟା – ୨ଟି
  • ଯୋଗ୍ୟତା – ମେକାନିକାଲ କିମ୍ଵା ଅଟୋମୋବାଇଲ ଟ୍ରେଡରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଜୁନିଅର ଏଜୁକ୍ୟୁଟିଭ୍ (ଏୟାର ଟ୍ରାଫିକ କଣ୍ଟ୍ରୋଲ)

  • ପଦବୀ ସଂଖ୍ୟା – ୨୬୪ଟି
  • ଯୋଗ୍ୟତା – ପଦାର୍ଥ ବିଜ୍ଞାନ କିମ୍ଵା ଗଣିତ ସମ୍ମାନରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଜୁନିଅର ଏଜୁକ୍ୟୁଟିଭ୍ (ଏୟାରପୋର୍ଟ ଅପରେସନ)

  • ପଦବୀ ସଂଖ୍ୟା – ୮୩ଟି
  • ଯୋଗ୍ୟତା – ବିଜ୍ଞାନରେ ସ୍ନାତକ କିମ୍ଵା ଏମବିଏ ଡିଗ୍ରୀ ହାସଵଲ କରିଥିବା ଆବଶ୍ୟକ।

ଜୁନିଅର ଏଜୁକ୍ୟୁଟିଭ୍ (ଏଜୁକ୍ୟୁଟିଭ୍ ଟେକ୍ନିକାଲ)

  • ପଦବୀ ସଂଖ୍ୟା – ୮ଟି
  • ଯୋଗ୍ୟତା – ମେକାନିକାଲ କିମ୍ଵା ଅଟୋମୋବାଇଲ ଟ୍ରେଡରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବେତନ ହାର

  • ମ୍ୟାନେଜର – ୬୦,୦୦୦ରୁ ୧,୮୦,୦୦୦ ଟଙ୍କା
  • ଜୁନିଅର ଏଜୁକ୍ୟୁଟିଭ୍ – ୪୦,୦୦୦ରୁ ୧,୪୦,୦୦୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment