ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଓଡ଼ିଶା ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି ଅଧୀନରେ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଫେବ୍ରୁଆରି ୧୮ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଜଏଣ୍ଟ ଏକ୍ଜିକ୍ୟୁଟିଭ ଅଫିସର

  • ପଦବୀ ସଂଖ୍ୟା – ୧ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବଧିକ ୪୫ ବର୍ଷ
  • ଦରମା – ୫୦,୩୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ବାୟୋ ଷ୍ଟାଟିଷ୍ଟିକ୍ସ କିମ୍ଵା ଏପିଡୋମିଓଲୋଜିଷ୍ଟ ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଅନୁଭୂତି – ସଂପୃକ୍ତ ବିଭାଗରେ ୩ରୁ ୫ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

କ୍ଵାଲିଟି କୋ-ଅଡିନେଟର

  • ପଦବୀ ସଂଖ୍ୟା – ୧ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବଧିକ ୪୫ ବର୍ଷ
  • ଦରମା – ୪୪,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଏମବିବିଏସ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଅନୁଭୂତି – ସଂପୃକ୍ତ ବିଭାଗରେ ୧ରୁ ୨ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଡେପୁଟି ଏକ୍ଜିକ୍ୟୁଟିଭ ଅଫିସର

  • ପଦବୀ ସଂଖ୍ୟା – ୧ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବଧିକ ୪୫ ବର୍ଷ
  • ଦରମା – ୪୪,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ପିଜିଡିସିଏ ସହ ଯେକୌଣସି କ୍ଷେତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଅନୁଭୂତି – ସଂପୃକ୍ତ ବିଭାଗରେ ୨ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଆଇଇସି ଆଣ୍ଡ ଟ୍ରେନିଂ କନସଲଟାଣ୍ଟ

  • ପଦବୀ ସଂଖ୍ୟା – ୧ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବଧିକ ୪୫ ବର୍ଷ
  • ଦରମା – ୪୪,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ମାସ୍ କମ୍ୟୁନିକେସନ କିମ୍ଵା ସାମ୍ଵାଦିକତା କରିଥିବା ଆବଶ୍ୟକ।
  • ଅନୁଭୂତି – ସଂପୃକ୍ତ ବିଭାଗରେ ୨ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଏକ୍ଜିକ୍ୟୁଟିଭ

  • ପଦବୀ ସଂଖ୍ୟା – ୧ଟି
  • ଆବେଦନ ପାଇଁ ବୟସ ସୀମା – ସର୍ବଧିକ ୪୫ ବର୍ଷ
  • ଦରମା – ୨୭,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଆଇଟି ଦକ୍ଷତା ସହିତ ଗ୍ରାଜୁଏଟ ହୋଇଥିବେ ଏବଂ ଟାଇପିଂ କରିପାରୁଥିବା ଆବଶ୍ୟକ।
  • ଅନୁଭୂତି – ସଂପୃକ୍ତ ବିଭାଗରେ ୧ରୁ ୩ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୧୮.୦୨.୨୦୨୧

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment