ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ମାର୍କେଟିଂ ଡିଭିଜନ୍ ଅଧୀନରେ ଟେକ୍ନିସିଆନ୍ ଆଣ୍ଡ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନ୍‌ଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୮.୦୧.୨୦୨୧
  • ଆବେଦନ ଶେଷ – ୨୬.୦୨.୨୦୨୧

ବୟସ ସୀମା

  • ସର୍ବାଧିକ – ୧୮ ବର୍ଷ
  • ସର୍ବନିମ୍ନ – ୨୪ ବର୍ଷ

ମୋଟ୍ ପଦବୀ ସଂଖ୍ୟା – ୫୦୫ଟିjobପଦବୀ ନାମ ଏବଂ ଯୋଗ୍ୟତା

  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ମେକାନିକାଲ୍) – ଡିପ୍ଲୋମା (ମେକାନିକାଲ ଇଞ୍ଜିନିୟରିଂ)
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଏଲେକ୍ଟ୍ରିକାଲ୍) – ଡିପ୍ଲୋମା (ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ)
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଇନଷ୍ଟ୍ରୁମେଣ୍ଟେସନ୍) – ଡିପ୍ଲୋମା (ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ)
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ସିଭିଲ୍) – ଡିପ୍ଲୋମା (ସିଭିଲ୍ ଇଞ୍ଜିନିୟରିଂ)
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ) – ଡିପ୍ଲୋମା (ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ)
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଇଲେକ୍ଟ୍ରୋନିକ୍ସ) – ଡିପ୍ଲୋମା (ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ)
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଫିଟର୍) – ଆଇଟିଆଇ (ଫିଟର)
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଇଲେକ୍ଟ୍ରିସିଆନ୍) – ଆଇଟିଆଇ (ଇଲେକ୍ଟ୍ରିସିଆନ୍)
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଇଲେକ୍ଟ୍ରୋନିକ୍ ମେକାନିକ୍) ଆଇଟିଆଇ (ଇଲେକ୍ଟ୍ରୋନିକ୍ ମେକାନିକ୍)
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଇନଷ୍ଟ୍ରୁମେଣ୍ଟ ମେକାନିକ୍) – ଆଇଟିଆଇ (ଇନଷ୍ଟ୍ରୁମେଣ୍ଟ ମେକାନିକ୍)
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ମାଚିନିଷ୍ଟ) – ଆଇଟିଆଇ (ମାଚିନିଷ୍ଟ)
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଡାଟା ଏଣ୍ଟ୍ରି ଅପରେଟର ଏବଂ ରିଟେଲ ସେଲ୍‌ସ ଆସୋସିଏଟ) – ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment