ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନୌସେନା ଅଧୀନରେ ସ୍ପୋର୍ଟସ୍ କୋଟାରେ ସେଲର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୭ ତାରିଖ ପୂର୍ବରୁ ଅନଲାଇନ ଜରିଆରେ ଆବେଦନ କରିପାରିବେ।
ପଦବୀ ନାମ ଏବଂ ଯୋଗ୍ୟତା
ଡାଇରେକ୍ଟ ଏଣ୍ଟ୍ରି ପେଟ୍ଟି ଅଫିସର
- ଆବେଦନ ପାଇଁ ବୟସ ସୀମା – ୧୭ରୁ ୨୨ ବର୍ଷ
- ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ ଜଣକ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ସିନିଅର ସେକୋଣ୍ଡାରୀ ରିକ୍ରୁଟ
- ଆବେଦନ ପାଇଁ ବୟସ ସୀମା – ୧୭ରୁ ୨୧ ବର୍ଷ
- ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ ଜଣକ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ମାଟ୍ରିକ ରିକ୍ରୁଟ
- ଆବେଦନ ପାଇଁ ବୟସ ସୀମା – ୧୭ରୁ ୨୧ ବର୍ଷ
- ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ ଜଣକ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ଷ୍ଟାଇପେଣ୍ଡ – ୧୪,୬୦୦ ଟଙ୍କା (ମାସିକ)
ଆବେଦନ ପାଇଁ ଶେଷ ତାରିଖ – ୦୭.୦୩.୨୦୨୧
ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।