ଓଡ଼ିଶାଲାଇଭ୍ ବ୍ୟୁରୋ

ରେଲଓ୍ଵେ ଚାକିରି ପାଇଁ ଆପଣ ଇଚ୍ଛୁକ ଅଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। ଭାରତୀୟ ରେଳବାଇ ଅର୍ଥ ନିଗମ (IRFC) ଅଧୀନରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପ୍ରାଇଭେଟ୍ ସେକ୍ରେଟାରୀ (NE7)

  • ପଦବୀ ସଂଖ୍ୟା – ୧ଟି
  • ବୟସ ସୀମା – ୪୦ ବର୍ଷ
  • ବେତନ ହାର – ୨୮,୦୦୦ରୁ ୯୮,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା
  1. ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ ହାସଲ କରଥିବା ଆବଶ୍ୟକ।
  2. ଇଂରାଜୀ ଭାଷାରେ ମିନିଟ ପ୍ରତି ୬୦ଟି ଶବ୍ଦ ଟାଇପ୍ କରିପାରୁଥିବା ଆବଶ୍ୟକ।
  3. ମାଇକ୍ରୋସଫ୍ଟ ଅପିସ୍, ଏକ୍ସେଲ, ପାଓ୍ଵାର ପଏଣ୍ଟ ଇତ୍ୟାଦିରେ ଜ୍ଞାନ ଥିବା ଆବଶ୍ୟକ।

ପ୍ରାଇଭେଟ୍ ସେକ୍ରେଟାରୀ (NE5)

  • ପଦବୀ ସଂଖ୍ୟା – ୧ଟି
  • ବୟସ ସୀମା – ୪୦ ବର୍ଷ
  • ବେତନ ହାର – ୨୧,୦୦୦ରୁ ୭୪,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା
  1. ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ ହାସଲ କରଥିବା ଆବଶ୍ୟକ।
  2. ଇଂରାଜୀ ଭାଷାରେ ମିନିଟ ପ୍ରତି ୬୦ଟି ଶବ୍ଦ ଟାଇପ୍ କରିପାରୁଥିବା ଆବଶ୍ୟକ।
  3. ମାଇକ୍ରୋସଫ୍ଟ ଅପିସ୍, ଏକ୍ସେଲ, ପାଓ୍ଵାର ପଏଣ୍ଟ ଇତ୍ୟାଦିରେ ଜ୍ଞାନ ଥିବା ଆବଶ୍ୟକ।

ହିନ୍ଦୀ ଟ୍ରାନ୍ସଲେଟର (NE5)

  • ପଦବୀ ସଂଖ୍ୟା – ୧ଟି
  • ବୟସ ସୀମା – ୪୦ ବର୍ଷ
  • ବେତନ ହାର – ୨୪,୦୦୦ରୁ ୮୫,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ହିନ୍ଦୀ ଏବଂ ଇଂରାଜୀରେ ଡିପ୍ଲୋମା ସହିତ ପୋଷ୍ଟ ଗ୍ରାଜୁଏଟ କରିଥିବା ଆବଶ୍ୟକ।

ଆସିଷ୍ଟାଣ୍ଟ (NE5)

  • ପଦବୀ ସଂଖ୍ୟା – ୩ଟି
  • ବୟସ ସୀମା – ୪୦ ବର୍ଷ
  • ବେତନ ହାର – ୨୧,୦୦୦ରୁ ୭୪,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ କମର୍ସ ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରଥିବା ଆବଶ୍ୟକ।

ଆସିଷ୍ଟାଣ୍ଟ (NE5)

  • ପଦବୀ ସଂଖ୍ୟା – ୩ଟି
  • ବୟସ ସୀମା – ୪୦ ବର୍ଷ
  • ବେତନ ହାର – ୨୧,୦୦୦ରୁ ୭୪,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ ହାସଲ କରଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୧୬.୦୨.୨୦୨୧

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment