ଓଡ଼ିଶାଲାଇଭ୍ ବ୍ୟୁରୋ

jobଓଡ଼ିଶା ଲୋକସେବା ଆୟୋଗ (OPSC) ଅଧୀନରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୧୪ ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୫.୦୨.୨୦୨୧
  • ଆବେଦନ ଶେଷ – ୧୪.୦୩.୨୦୨୧

ପଦବୀ ନାମ ଏବଂ ସଂଖ୍ୟା

ଆସିଷ୍ଟାଣ୍ଟ ପ୍ରଫେସର – ୫୦୪ଟି

ସର୍ବନିମ୍ନ ବୟସ ସୀମା – ୨୧ ବର୍ଷ

ଆବେଦନ ପାଇଁ ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀମାନେ ମାଷ୍ଟର ଡିଗ୍ରୀ ସହ NET/ SET/ SLET/ Ph.D କରିଥିବା ଆବଶ୍ୟକ।

ଆବେଦନ ଫି – ୪୦୦ ଟଙ୍କା

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।  

Comment