ଓଡ଼ିଶାଲାଇଭ୍ ବ୍ୟୁରୋ

Job searchଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିଃ (ଓମ୍‌ଫେଡ୍‌) ଅଧୀନରେ ଜୁନିଅର ଲାବ୍ରୋଟେରୀ ଟେକ୍ନିସିଆନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୩ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ – ଜୁନିଅର ଲାବ୍ରୋଟେରୀ ଟେକ୍ନିସିଆନ

ପଦବୀ ସଂଖ୍ୟା – ୧୦ଟି

ବୟସ ସୀମା – ସର୍ବାଧିକ ୪୦ ବର୍ଷ

ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା

ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ଡାଏରୀ ଟେକ୍ନୋଲୋଜି / ଫୁଡ୍ ଟେକ୍ନୋଲୋଜି / ଡାଏରୀ କେମେଷ୍ଟ୍ରି / ଡାଏରୀ ବ୍ୟାକ୍ଟେରିଓଲୋଜି କିମ୍ଵା ମାଇକ୍ରୋବାୟୋଲୋଜିରେ ସ୍ନାତକ ଅବା ସ୍ନାତକୋତ୍ତର କରିଥିବା ଆବଶ୍ୟକ।

ଚାକିରି ଅବଧି – ୩ ବର୍ଷ

ଆବେଦନ ପାଇଁ ଶେଷ ତାରିଖ – ୦୩.୦୩.୨୦୨୧

ଆବେଦନର ମାଧ୍ୟମ – ଡାକ କିମ୍ଵା ଇ-ମେଲ ଜରିଆରେ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment