ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4ଓଡ଼ିଶା ଲୋକସେବା ଆୟୋଗ (OPSC) ଅଧୀନରେ ମେଡିକାଲ ଅଫିସର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୬.୦୨.୨୦୨୧
  • ଆବେଦନ ଶେଷ – ୨୫.୦୩.୨୦୨୧

ପଦବୀ ନାମ ଏବଂ ସଂଖ୍ୟା

ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) – ୨୪୫୨ (ମହିଳା – ୮୧୭)

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଯୋଗ୍ୟତା  

  • ଆବେଦନ କରୁଥିବା ପ୍ରାର୍ଥୀମାନେ ଏମବିବିଏସ ଡିଗ୍ରୀ ଲାଭ କରିଥିବା ଆବଶ୍ୟକ।
  • ଓଡ଼ିଶା ମେଡିକାଲ ରେଜିଷ୍ଟ୍ରେସନ ଆକ୍ଟ ୧୯୬୧ ଅଧୀନରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ।

ଆବେଦନ ଫି – ୫୦୦ ଟଙ୍କା

ପରୀକ୍ଷା ସ୍ଥାନ – କଟକ କିମ୍ଵା ଭୁବନେଶ୍ଵର

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment