ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଗୃହ ବିଭାଗ ଅଧୀନରେ ସାଇଣ୍ଟିଫିକ୍ ଅଫିସର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୦୪.୦୩.୨୦୨୧
  • ଆବେଦନ ଶେଷ – ୦୫.୦୪.୨୦୨୧

ଖାଲି ପଡ଼ିଥିବା ପଦବୀ ନାମ – ସାଇଣ୍ଟିଫିକ୍ ଅଫିସର

ପଦବୀର ବିଭାଗ ଏବଂ ସଂଖ୍ୟା

  • ଟୋକ୍ସିକୋଲୋଜି – ୧ଟି
  • କେମେଷ୍ଟ୍ରି – ୭ଟି
  • ଫିଜିକ୍ସ – ୩ଟି
  • ବାଲିଷ୍ଟିକ୍ସ – ୩ଟି
  • ବାୟୋଲୋଜି – ୭ଟି
  • ସେରୋଲୋଜି – ୧ଟି

ବେତନ ହାର – ୪୪,୯୦୦ ଟଙ୍କା (ମାସିକ)

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ସଂପୃକ୍ତ ବିଷୟରେ ମାଷ୍ଟର ଡିଗ୍ରୀ ଲାଭ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment