ଓଡ଼ିଶାଲାଇଭ୍ ବ୍ୟୁରୋ

ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (HPCL) ଅଧୀନରେ ୨୦୦ଟି ଇଞ୍ଜିନିୟର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ ୧୫ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ଯୋଗ୍ୟତା

  • ମେକାନିକାଲ ଇଞ୍ଜିନିୟର

ପଦବୀ ସଂଖ୍ୟା – ୧୨୦ଟି

ଯୋଗ୍ୟତା – ମେକାନିକାଲ ଏବଂ ମେକାନିକାଲ ଆଣ୍ଡ ପ୍ରଡକ୍ସନ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

  • ସିଭିଲ ଇଞ୍ଜିନିୟର

ପଦବୀ ସଂଖ୍ୟା – ୩୦ଟି

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀଜଣକ ସିଭିଲ ଇଞ୍ଜିନିୟରିଂ କରିଥିବା ଆବଶ୍ୟକ।

  • ଇଲେକ୍‌ଟ୍ରିକାଲ ଇଞ୍ଜିନିୟର

ପଦବୀ ସଂଖ୍ୟା – ୨୫ଟି

ଯୋଗ୍ୟତା – ଇଲେକ୍‌ଟ୍ରିକାଲ ଏବଂ ଇଲେକ୍‌ଟ୍ରିକାଲ ଆଣ୍ଡ ଇଲେକ୍‌ଟ୍ରୋନିକ୍ସ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

  • ଇନଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟର

ପଦବୀ ସଂଖ୍ୟା – ୨୫ଟି

ଯୋଗ୍ୟାତା – ଇନଷ୍ଟ୍ରୁମେଣ୍ଟେସନ ଏବଂ କଣ୍ଟ୍ରୋଲ ଆଣ୍ଡ ଇଲେକ୍‌ଟ୍ରୋନିକ୍ସ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ପାଇଁ ବୟସ ସୀମା – ୨୫ ବର୍ଷ

ବେତନ ହାର – ୫୦,୦୦୦ରୁ ୧,୬୦,୦୦୦ ଟଙ୍କା

ଆବେଦନ ଫି – ୧୧୮୦ ଟଙ୍କା

  • ଆବେଦନ ଆରମ୍ଭ – ୦୩.୦୩.୨୦୨୧
  • ଆବେଦନ ଶେଷ – ୧୫.୦୪.୨୦୨୧

ଅଧିକ ଜାଣିବା ପାଇଁ – ଏହି ଲିଙ୍କରେ କ୍ଲିକ୍ କରନ୍ତୁ।

Comment