ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଧୀନତା ଦିବସ ଉପଲକ୍ଷେ ଉଲ୍ଲେଖନୀୟ ସେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ପୋଲିସ ପଦକ ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରୁ ଓଡ଼ିଶାର ୬୭ଜଣ ପୋଲିସଙ୍କୁ ମିଳିବ ପୋଲିସ ମେଡାଲ।

ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇବେ ଏସଆଇଡବ୍ଳୁର ଡିଏସପି ଉମାଶଙ୍କର ପଣ୍ଡା ଏବଂ ଭିଜିଲାନ୍ସ କନଷ୍ଟେବଳ ଭାବଗ୍ରାହୀ ତ୍ରିପାଠୀ।

ସେହିପରି ୧୧ ଜଣ ପୋଲିସଙ୍କୁ ସେବା ପାଇଁ ପୋଲିସ ମେଡାଲ ମିଳିବ ବୋଲି ବିଜ୍ଞପ୍ତିରେ ଜାରି କରାଯାଇଛି।

Comment