ପିଲାବେଳୁ ସେ ଟିକେ ଲାଜକୁଳା ସ୍ୱଭାବର ଥିଲେ। କିନ୍ତୁ କିଏ ଜାଣିଥିଲା ସେ ବଡ଼ ହୋଇ ଦିନେ ବଡ଼ ଷ୍ଟାର ହେବେ ଏବଂ ପରଦାରେ ଆକ୍ସନ ବୟ ହୋଇ ଆପଣଙ୍କୁ ମନୋରଞ୍ଜନ ଯୋଗାଇବେ। ସେମିତି ଜଣେ ନାୟକ ହେଉଛନ୍ତି ଅଭିନେତା ଆକାଶ ଦାସନାୟକ। ଅଭିନୟ, ରାଜନୀତି ସମାଜସେବା ସବୁଠି ସେ ନିଜର ଛାପ ଛାଡ଼ିଛନ୍ତି। ଏବେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଉଛନ୍ତି।

‘ଓଡ଼ିଶାଲାଇଭ୍’ର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ଆକାଶଙ୍କ କାହାଣୀ।

LEAVE A REPLY

Please enter your comment!
Please enter your name here