ଓଡ଼ିଶାଲାଇଭ୍ ବ୍ୟୁରୋ

ବଜେଟ ୨୦୨୩-୨୪ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତଙ୍କର ନଜର ଥିଲା ଏଥର କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ? ଆସନ୍ତୁ ଜାଣିବା ଏଥର ବଜେଟରେ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ହେଲା।

କ’ଣ ମହଙ୍ଗା ହେବ?

ଦେଶୀ କିଚେନ ଚିମନି

ସୁନା, ରୁପା, ହୀରା  ଏବଂ ପ୍ଲାଟିନମ

ପିତଳ

ବିଦେଶୀ ଖେଳନା

ଏକ୍ସରେ ମେସିନ

ବିଦେଶରୁ ଆସୁଥିବା ରୁପାରେ ତିଆରି ଜିନିଷ

ସିଗାରେଟ

କ’ଣ ଶସ୍ତା ହେବ?

ଖେଳନା, ସାଇକେଲ ଓ ଅଟୋ ରିକ୍ସା

ଇଲେକ୍ଟ୍ରିକ ଯାନବାହନ

କିଛି ମୋବାଇଲ ଫୋନ ଏବଂ କ୍ୟାମେରା ଲେନ୍ସ

ଲିଥିୟମ ବ୍ୟାଟେରୀ ଓ ଏଲଇଡି ଟେଲିଭିଜନ

ବାୟୋଗ୍ୟାସ ସହ ଜଡ଼ିତ ସାମଗ୍ରୀ

Tags: #Bugdet2023 #UnionMinister #NirmalaSitarama #BudgetUpdates

Comment