ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ନିଆଳିର ଶ୍ୱେତଲିନା ସାହୁ। ତୃତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ଏହି ସଫଳତା ତାଙ୍କ ବାପାଙ୍କ ସ୍ଵପ୍ନକୁ ସାକାର କରିଛି ବୋଲି ଶ୍ୱେତଲିନା କୁହନ୍ତି।

ସିନିୟର ଓ ସାଙ୍ଗମାନଙ୍କ ପ୍ରସ୍ତୁତି ଦେଖି ସେ ସିଭିଲ୍ ସର୍ଭିସ ପ୍ରତି ଆକର୍ଷିତ ହୋଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ହାର୍ଡ ୱର୍କ ସହ ସ୍ମାର୍ଟ ୱର୍କ ତାଙ୍କୁ ଏହି ସଫଳତା ଦେଇଥିବା ସେ କୁହନ୍ତି।

ଓଏଏସ ପାଇବାରେ କ’ଣ ରହିଛି ଶ୍ୱେତଲିନାଙ୍କ ସଫଳତାର ମନ୍ତ୍ର, କେମିତି ନିଜକୁ ସେ ପ୍ରସ୍ତୁତ କରୁଥିଲେ?  ଓଏଏସ ଶ୍ୱେତଲିନା ସାହୁଙ୍କ ସଫଳତା ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #SwetalinaSahoo #OAS #OCS

LEAVE A REPLY

Please enter your comment!
Please enter your name here