ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର କ୍ରିକେଟ ପର୍ବ ଆଇପିଏଲ୍‌ରେ ଆଜି ସନ୍ଧ୍ୟାରେ ଧୋନୀ ବାହିନୀ ସହ ମୁହାଁମୁହିଁ ହେବ କୋଲକାତା ନାଇଟ୍ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯିବ।

ଉଭୟ ଦଳ ଆଇପିଏଲ୍‌ରେ ଏଯାଏଁ ଭଲ ପ୍ରଦର୍ଶନ କରିଛନ୍ତି। ତିନୋଟି ମ୍ୟାଚ୍‌ରୁ ୨ଟିରେ ବିଜୟ ହାସଲ କରି ଚେନ୍ନାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଥିବା ବେଳେ କୋଲକାତା ଗୋଟିଏ ମ୍ୟାଚ୍ ଜିତି ପଞ୍ଚମ ସ୍ଥାନରେ ରହିଛି। ତେଣୁ ଆଜି ଉଭୟଙ୍କ ମଧ୍ୟରେ ଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଅମ୍ଵାତି ରାଇଡୁ, ସି ହରି ନିଶାନ୍ଥ, ଚେତେଶ୍ଵର ପୂଜାରା, ଡ୍ୟୁପ୍ଲେସିସ୍, ରବିନ୍ ଉତ୍ଥାପା, ଋତୁରାଜ ଗାଏକ୍ଵାଡ୍, ସୁରେଶ ରାଇନା, କନମୂରୀ ଭଗତ ବର୍ମା, ଡ୍ଵେନ୍ ବ୍ରାଭୋ, କ୍ରିଷ୍ଣାପା ଗୋଥାମ୍, ମାଇକେଲ ସାଣ୍ଟନର, ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଡ଼େଜା, ସାମ୍ କରନ୍, ନାରାୟଣ ଜଗଦ୍ଦିଶନ୍, ଦିପକ ଚହର, ହରିଶଙ୍କର ରେଡ୍ଡୀ, ଇମ୍ରାନ ତାହିର୍, ଜସନ୍ ବେହେରେନଡ୍ରଫ୍, କର୍ଣ୍ଣ ଶର୍ମା, କେ ଏମ ଆସିଫ୍, ଲୁଙ୍ଗି ନିଗିଡି, ସାଇ କିଶୋର, ସାର୍ଦୁଲ ଠାକୁର।

କୋଲକାତା ନାଇଟ୍ ରାଇଡର୍ସ

ଇଓନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ୍ କାର୍ତ୍ତିକ, ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ପାଟ୍ କମିନ୍ସ, ସୁନିଲ୍ ନାରିନ୍, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, କମଳେଶ୍ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, ଗୁରକିରତ୍ ସିଂହ, କରୁନ ନାଏର, ବେନ୍ କଟିଙ୍ଗ୍, ସାକିବ୍ ଅଲ୍ ହାସନ, ଭେଙ୍କଟେସ୍ ଆୟାର, ସେଲଡନ୍ ଜ୍ୟାକସନ୍, ଟିମ୍ ସେଇଫର୍ଟ, ହରବଜନ୍ ସିଂହ, ବୈଭବ ଆରୋରା, ପବନ ନେଗି।

LEAVE A REPLY

Please enter your comment!
Please enter your name here